ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ମାମଲା : ଚାକରାଣୀ ସମେତ ୫ଙ୍କୁ ଆଜୀବନ

ଭୁବନେଶ୍ୱର: ୨୦୧୫ ମସିହାରେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଘଟିଥିବା ବହୁଚର୍ଚ୍ଚିତ ତଥା ଚାଞ୍ଚଲ୍ୟକର ଡାକ୍ତର ଦମ୍ପତି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ସେସନ୍‌ସ କୋର୍ଟ(୨) ବିଚାରପତି ବନ୍ଦନା କର ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଡକାୟତି କରିବାକୁ ଯାଇ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ବଡ଼ ବୀଭତ୍ସ ଭାବେ ଚାପଡ଼ରେ ହାଣି ହତ୍ୟା କରିଥିବା ଆସାମୀମାନେ ହେଲେ କିଶୋର ଚନ୍ଦ୍ର ବେହେରା ଓରଫ୍ ଟିମ୍ଫା, ମହମ୍ମଦ … Continue reading ଶୈଳଶ୍ରୀବିହାରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା ମାମଲା : ଚାକରାଣୀ ସମେତ ୫ଙ୍କୁ ଆଜୀବନ